Home » photogallery » trending » DIWALI 2021 MAA LAKSHMI WILL BLESS YOU WITH MONEY AND WEALTH CHANT THESE MANTRA 2LPD 041121

Diwali 2021: ଏହି ମନ୍ତ୍ରଗୁଡ଼ିକରେ ମା' ଲକ୍ଷ୍ମୀଙ୍କୁ କରନ୍ତୁ ପ୍ରସନ୍ନ; ଜୀବନ ସାରା ମିଳିବ ଧନ

Diwali 2021 Maa Lakshmi Mantra: ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଆଜି କାର୍ତ୍ତିକ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତାରିଖ । ଆଜି ଦୀପାବଳି । ଏହି ଦିନ ମା' ଲକ୍ଷ୍ମୀ, ଭଗବାନ ଗଣେଶ ଓ ଧନ ଦେବତା କୁବେରଙ୍କୁ ପୂଜା କରିବାର ନିୟମ ରହିଛି। ବିଶ୍ୱାସ ଅନୁଯାୟୀ, ଦୀପାବଳିରେ ମହାଲକ୍ଷ୍ମୀଙ୍କୁ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି । କୁହାଯାଏ ଯେ ଏହି ଦିନ ମା'ଙ୍କର ବିଶେଷ ଅନୁଗ୍ରହ ଯୋଗୁଁ ବର୍ଷସାରା ଅର୍ଥର ଅଭାବ ନଥାଏ ।

  • |

തത്സമയ വാര്‍ത്തകള്‍