Home » photogallery » trending » DELHI POLICE CONDUCTS NIGHT PATROLLING AND SURPRISE CHECKING OF VEHICLES AT CHECKPOINTS 2LPD 151021

ଫେଷ୍ଟିଭାଲ ସିଜନରେ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା; କଡ଼ାକଡ଼ି ହେଲା ଯାଞ୍ଚ

High Alert in Delhi: ଦେଶର ରାଜଧାନୀ ଦିଲ୍ଲୀରେ ଉତ୍ସବ ଋତୁରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ମଧ୍ୟରେ ପୋଲିସ ସଜାଗ ରହିଛି। ଏହି କାରଣରୁ ଦିଲ୍ଲୀ ପୋଲିସ ଦିନରାତି ସବୁ ସ୍ଥାନର କଡ଼ା ଯାଞ୍ଚ କରୁଥିବାର ନଜର ଆସୁଛି ।

  • |