Home » photogallery » trending » DELARUE THE PRIVATE COMPANY PRINTS CURRENCY OF 70 COUNTRIES 2LPD 160921

ତାସ ଛପୁଥିବା ଏକ ଛୋଟ କମ୍ପାନୀ ବର୍ତ୍ତମାନ ୭୦ ଦେଶର ଟଙ୍କା ଓ ଡାକ ଟିକେଟ ଛାପୁଛି; ଜାଣନ୍ତୁ ଏହାର ବିଷୟରେ କିଛି…

ଦୁନିଆର ପ୍ରତ୍ୟେକ ଦେଶ ନିଜର ମୁଦ୍ରା ଛାପନ୍ତି ନାହିଁ । ଏହାକୁ ଛାପିବା ଓ ଟେକ୍ନୋଲୋଜି ହାସଲ କରିବା ପାଇଁ ବହୁ ଅର୍ଥ ଖର୍ଚ୍ଚ ହୁଏ । ଦୁନିଆର ଅନେକ କମ୍ପାନୀ ଏହି କାମ କରନ୍ତି । ଇଂଲଣ୍ଡର ‘ଦେ ଲା ରୁହ’ ନାମକ ଏକ କମ୍ପାନୀ ପ୍ରାୟ ୭୦ଟି ଦେଶର ନୋଟ୍ ପ୍ରିଣ୍ଟ୍ କରେ ।

  • |