Home » photogallery » trending » DA ARREARS 7TH PAY COMMISSION CENTRAL GOVERNMENT DA HIKE 7TH CPC PAY MATRIX 2LPD 120222

ଡିଏ ବକେୟାକୁ ନେଇ ମିଳିଲା ବଡ଼ ସୂଚନା; ଜାଣନ୍ତୁ କେବେ ଟଙ୍କା ଦେବେ ମୋଦି ସରକାର

7th pay commission: ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏହି ସପ୍ତାହରେ କେନ୍ଦ୍ର ସରକାରଙ୍କଠାରୁ ବଡ଼ ଖବର ପାଇପାରିବେ। ଗତ ୧୮ ମାସ ଧରି ଅଟକି ରହିଥିବା DA ବକେୟା ଉପରେ ଏହି ସପ୍ତାହରେ ନିଷ୍ପତ୍ତି ନିଆଯାଇପାରେ।

  • |