ଭାରତୀୟ ମହିଳା କ୍ରିକେଟ୍ ଦଳର (India women’s cricket team) ଓପନର୍ ସ୍ମୃତି ମନ୍ଧାନା (Smriti Mandhana) ନିଜ ଚମତ୍କାର ବ୍ୟାଟିଂ ପାଇଁ ପ୍ରସିଦ୍ଧ। ଏହି ବାମହାତୀ ବ୍ୟାଟର୍ ଅଫ୍-ସାଇଡରେ ନିଜର ଉତ୍କୃଷ୍ଟ ଖେଳ ପାଇଁ ଜଣାଶୁଣା । ତାଙ୍କର ବ୍ୟାଟିଂ ଶୈଳୀକୁ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସହ ତୁଳନା କରାଯାଇଛି । ଯେମିତି ସୌରଭ ଗାଙ୍ଗୁଲି ଅଫ୍-ସାଇଡରେ ସର୍ବୋତ୍ତମ ସଟ୍ ମାରୁଥିଲେ, ସେମିତି ସ୍ମୃତି ମନ୍ଧାନା ବି ଅଫ୍-ସାଇଡରେ ସୁନ୍ଦର ଷ୍ଟ୍ରୋକ୍ ଖେଳନ୍ତି । ବ୍ୟାଟିଂ ବ୍ୟତୀତ ସ୍ମୃତି ମନ୍ଧାନା ନିଦ ସୌନ୍ଦର୍ଯ୍ୟ ପାଇଁ ବି ବହୁତ ଲୋକପ୍ରିୟ । (AFP)