ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏମ୍.ଏସ୍. ଧୋନି ଜୁଲାଇ ୭ ତାରିଖ ଦିନ ନିଜ ୪୦ତମ ଜନ୍ମଦିନ ପାଳନ କରୁଛନ୍ତି । ସେ ଜୁଲାଇ ୭, ୧୯୮୧ରେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଜନ୍ମ ହୋଇଥିଲେ । ମହେନ୍ଦ୍ର ସିଂ ଧୋନି କେବଳ କ୍ରିକେଟର୍ ନୁହଁନ୍ତି, ବରଂ ଏକ ଚିନ୍ତାଧାରା ଯାହା ଭାରତୀୟ ଦଳକୁ ଉଚ୍ଚ ସ୍ଥାନକୁ ନେଇଛି। (ଫଟୋ: ସାକ୍ଷୀ ଧୋନି / ଇନଷ୍ଟାଗ୍ରାମ୍)