Home » photogallery » trending » CRICKET HAPPY BIRTHDAY MS DHONI HARDIK PANDYA SURESH RAINA BCCI WISH1 1AD 070721

Happy Birthday MS Dhoni: ଧୋନିଙ୍କୁ ନିଜ ନିଜ ଷ୍ଟାଇଲ୍‌ରେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ଖେଳାଳିମାନେ

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏମ୍.ଏସ୍. ଧୋନି (Happy Birthday MS Dhoni) ଆଜି ନିଜ ୪୦ତମ ଜନ୍ମଦିନ ପାଳନ କରୁଛନ୍ତି । ସେ ଜୁଲାଇ ୭, ୧୯୮୧ରେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଜନ୍ମ ହୋଇଥିଲେ ।

  • |