Home » photogallery » trending » CORONAVIRUS VACCINE GOOD NEWS ON CORONA VIRUS FROM US UK WILL GET VACCINE BY THE END OF 2020 2JDB 3008

Coronavirus Vaccine: ଆମେରିକା ଓ ବ୍ରିଟେନରୁ କରୋନା ଭୂତାଣୁକୁ ନେଇ ଆସିଲା ଖୁସି ଖବର; ୨୦୨୦ ଶେଷ ସୁଦ୍ଧା ମିଳିଯିବ ଟୀକା

Coronavirus Vaccine Tracker Updates: ବୈଷୟିକ ମହାମାରୀ କରୋନା ଭୂତାଣୁ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିବା ସହ ଲକ୍ଷ ଲକ୍ଷ ଲୋକ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଲୋକଙ୍କୁ ଏହି ଭୂତାଣୁରୁ ମୁକ୍ତ କରିବା ଓ ଟିକା ପ୍ରସ୍ତୁତ କରିବା ପାଇଁ ସାରା ବିଶ୍ୱରେ ଡାକ୍ତରମାନେ ଆପ୍ରାଣ ଉଦ୍ୟମ କରୁଛନ୍ତି ।

  • |