Home » photogallery » trending » COMPANY FIRED 1400 EMPLOYEES WHO REFUSED TO GET COVID19 VACCINE 2LPD 061021

କରୋନା ଟିକା ନେବାକୁ ମନା କରିବାରୁ ୧୪,୦୦ ଷ୍ଟାଫ୍‌ଙ୍କୁ କମ୍ପାନୀରୁ ବାହାର କଲା ନ୍ୟୁୟର୍କର ଗୋଟିଏ କମ୍ପାନୀ

ନ୍ୟୁୟର୍କରେ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ ବର୍ତ୍ତମାନ କରୋନା ଟିକା ପାଇବା ବାଧ୍ୟତାମୂଳକ କରାଯାଇଛି। ଗତ ସପ୍ତାହରେ ଏଭଳି ନିର୍ଦ୍ଦେଶ ଜାରି କରାଯାଇଥିଲା। କାଲିଫର୍ନିଆ ସମେତ ଅନ୍ୟ କେତେକ ରାଜ୍ୟ ମଧ୍ୟ ଏହିପରି ନିୟମ କରିଛନ୍ତି।

  • |