ନ୍ୟୁଜ ଏଜେନ୍ସିର ଖବର ଅନୁଯାୟୀ, ନ୍ୟୁୟର୍କ ରାଜ୍ୟର ସର୍ବବୃହତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ନର୍ଥୱେଲ ହେଲ୍ଥ ସହ ଜଡ଼ିତ । ସ୍ୱାସ୍ଥ୍ୟସେବା ମୁଖପାତ୍ର ଜୋ କେମ୍ପ କହିଛନ୍ତି ଯେ ଏହି ଟିକା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି। ଯେଉଁ କର୍ମଚାରୀମାନେ ଏଥିପାଇଁ ପ୍ରସ୍ତୁତ ନଥିଲେ ସେମାନଙ୍କୁ ବରଖାସ୍ତ କରାଯାଇଛି।