Home » photogallery » trending » CHILLING PICTURES OF HAUNTED PARK OF UNITED STATES LEFT UNTOUCHED FOR 16 YEARS 2LPD 300921

ଆମେରିକାର ଥିମ ପାର୍କ ଏବେ ସାଜିଛି ଦୁନିଆର ସବୁଠାରୁ ବଡ଼ ହଣ୍ଟେଡ୍ ପାର୍କ; ନିକଟକୁ ଯିବାକୁ ଡରୁଛନ୍ତି ଲୋକେ

ଯୁକ୍ତରାଷ୍ଟ୍ର ଆମେରିକାରେ ଏପରି ଏକ ଥିମ୍ ପାର୍କ ଅଛି, ଯାହାକୁ ବର୍ଷ ବର୍ଷ ଧରି ହଣ୍ଟେଡ୍ ପାର୍କ ଭାବରେ ବିବେଚନା କରାଯାଉଛି । ଥରେ ଏହି ପାର୍କରେ ଲୋକଙ୍କ ହସ ଦେଖିବାକୁ ମିଳୁଥିଲା, କିନ୍ତୁ ବର୍ତ୍ତମାନ ଏଠାରେ ଅଜବ ସ୍ୱର ଶୁଣାଯାଉଛି ।

  • |