Home » photogallery » trending » CHANDIGARH CITY BHARAT BANDH FARMERS CLOSED SHAMBHU TOLL PLAZA 2LPD 270921

Bharat Bandh: ଶମ୍ଭୁ ଟୋଲ ପ୍ଲାଜା ବନ୍ଦ କଲେ ଚାଷୀମାନେ; ଯାନବାହନ ଚଳାଚଳ ଠପ

Kisan Aandolan: ଲୋକଙ୍କୁ ଅନାବଶ୍ୟକ ଭାବରେ ଘରୁ ବାହାରକୁ ନ ଯିବାକୁ ପୋଲିସ ପରାମର୍ଶ ଦେଇଛି। ବିଶେଷକରି ଟିକରୀ, ସିଙ୍ଘୁ, ଶମ୍ଭୁ ଓ ୟୁପି ସୀମାରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

  • |