Home » photogallery » trending » CHANAKYA NITI WHO IS HAPPY IN TODAYS ERA KNOW 5 THINGS OF CHANAKYA NITI 2LPD 110921

Chanakya Niti: ଆଜିର ଯୁଗରେ କିଏ ସବୁଠାରୁ ଅଧିକ ଖୁସି; ଜାଣନ୍ତୁ ଚାଣକ୍ୟଙ୍କ ୫ଟି ବଡ଼ କଥା…

Chanakya Niti: ଚାଣକ୍ୟ ନୀତି ମାଧ୍ୟମରେ ଭଲ ଓ ଭୁଲର ପାର୍ଥକ୍ୟ ଆମକୁ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି । ଆଜି ମଧ୍ୟ ଆଚାର୍ଯ୍ୟ ଚାଣକ୍ୟଙ୍କ କଥା ଅନୁସରଣ କରି ଆମେ ଜୀବନରେ ଆଗକୁ ବଢ଼ିବା ପାଇଁ ବାଟ ଖୋଲି ପାରିବା । ଆଜି ଆମେ ଆପଣଙ୍କୁ କହିବୁ ସୁଖ, ତୃପ୍ତି ଓ ଶକ୍ତି ବ୍ୟାଖ୍ୟା କରୁଥିବାବେଳେ ଚାଣକ୍ୟ ନୀତି କ’ଣ କୁହନ୍ତି । ଆସନ୍ତୁ ନଜର ପକାଇବା ଏହି ପରି ପାଞ୍ଚଟି କଥା ଉପରେ…

  • |