Home » photogallery » trending » CBI TEAM QUIZZES RHEA CHAKRABORTY IN SSR DEATH CASE 1AD 2808

SSR ମୃତ୍ୟୁ ମାମଲା: ଅଷ୍ଟମ ଦିନରେ CBI ରିୟା ଚକ୍ରବର୍ତ୍ତୀଙ୍କ ସହ ପଚରାଉଚରା କଲା; ଦେଖନ୍ତୁ ଫଟୋ

ସୁଶାନ୍ତ ସିଂ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ତାଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ପାଇଁ ସିବିଆଇ ସମନ୍ ଜାରି କରି DRDO ଗେଷ୍ଟ ହାଉସକୁ ଡାକିଥିଲା ।

  • |