Home » photogallery » trending » BUDGET 2023 HALWA CEREMONY PHOTO GOES VIRAL 2LPD 280123

ବଜେଟ୍ ପୂର୍ବରୁ ହାଲୱା ସୋରେମୋନି; ସମସ୍ତଙ୍କ ପାଟି ମିଠା କରାଇଲେ ନିର୍ମଳା ସୀତାରମଣ

Budget 2023 Halwa Ceremony: ୟୁନିୟନ ବଜେଟ୍ ୨୦୨୩-୨୪ (Budget 2023) ଫେବୃଆରୀ ୧ ତାରିଖରେ ସଂସଦରେ ଉପସ୍ଥାପିତ ହେବାକୁ ଯାଉଛି, ଯାହାର ପ୍ରସ୍ତୁତି ଶେଷ ହୋଇଛି। ହେଲେ ଏହା ପୂର୍ବରୁ ଗଣତନ୍ତ୍ର ଦିବସ ଦିନ ଅର୍ଥ ମନ୍ତ୍ରଣାଳୟରେ ହାଲୱା ସେରେମୋନି କରାଯାଇଥିଲା। ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ୍ ଦେଖିବାକୁ ମିଳୁଛି।

  • |

തത്സമയ വാര്‍ത്തകള്‍