Home » photogallery » trending » BRITAIN UK MOST AND LEAST AFFORDABLE CITIES IN 2021 REVEALED 2LPD 100921

UK ଯିବାକୁ ଭାବୁଛନ୍ତି କି? ପ୍ରଥମେ ଜାଣନ୍ତୁ କେଉଁ ସହରରେ ମିଳୁଛି ଶସ୍ତା ଖାଦ୍ୟ ଓ ବିୟର

ଯଦି ଆପଣ ବ୍ରିଟେନ (Britain Uk) ଯିବାକୁ ଯୋଜନା କରୁଛନ୍ତି, ତେବେ ନିଶ୍ଚିତ ଭାବରେ ଏହି ଖବର ପଢ଼ନ୍ତୁ, କାରଣ ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଏହା ଜଣାପଡ଼ିଛି ଯେ ବ୍ରିଟେନର କେଉଁ ସହର ଶସ୍ତା । ଆଉ ଖାଦ୍ୟ ଓ ଟ୍ୟାକ୍ସି ଭଡ଼ା ଦୃଷ୍ଟିରୁ ମହଙ୍ଗା । (ସବୁ ଫଟୋ-AP)

  • |