Home » photogallery » trending » BOLLYWOOD STAR DEEPIKA PADUKONE CELEBRATES HER BIRTHDAY WITH ACID ATTACK VICTIMS WITH RANVEER SINGH CHHAPAAK

ଦୀପିକା ପାଦୁକନ୍‌ କେମିତି ପାଳନ କଲେ ନିଜ ୩୪ତମ ଜନ୍ମ ଦିନ: ଦେଖନ୍ତୁ ଫଟୋ ଗ୍ୟାଲେରୀ

ବଲିଉଡ୍‌ର ଆଗ ଧାଡ଼ିର ନାୟିକା ଦୀପିକା ପାଦୁକନ୍‌ ନିଜ ୩୪ତମ ଜନ୍ମ ଦିନ ନିଆରା ଢଙ୍ଗରେ ପାଳନ କରିଥିଲେ । ଏସିଡ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତାମାନଙ୍କ ସହ ସେ ପାଳନ କରିଥିଲେ ଏହି ବିଶେଷ ଦିନଟିକୁ (ଜାନୁଆରୀ ୬) । ଜନ୍ମ ଦିନ ପାଳନର ଫଟୋ ସେ ସୋସଲ୍ ମିଡ଼ିଆରେ ଛାଡ଼ିବା ପରେ ତାଙ୍କ ପ୍ରଶଂସକ ଓ ଶୁଭେଛୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

  • |

തത്സമയ വാര്‍ത്തകള്‍