ମିଥୁନ ଚକ୍ରବର୍ତ୍ତୀଙ୍କ ବୋହୂ ମଦଲସା ଶର୍ମା କଲେ ବୋଲ୍ଡ ଫଟୋସୁଟ; ହଇଚଇ ସୃଷ୍ଟି କରୁଛି ଏହି PHOTOS
ମଦଲସା ଶର୍ମା (Madalsa Sharma) ନିଜ ସୋସିଆଲ୍ ନେଟୱାର୍କିଂ ସାଇଟ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବହୁତ ସକ୍ରିୟ ଓ ଏହି ପ୍ଲାଟଫର୍ମ ମାଧ୍ୟମରେ ସର୍ବଦା ନିଜ ପ୍ରିୟ ଲୋକଙ୍କ ସହିତ କନେକ୍ଟ ରୁହନ୍ତି । ମଦଲସା ପ୍ରାୟତଃ ନିଜର ଫଟୋ ଏଠାରେ ସେୟାର କରିଥାନ୍ତି ।

ନୂଆ ଦିଲ୍ଲୀ: ବଲିଉଡର ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ (Mithun Chakraborty) ବୋହୂ ତଥା ଅଭିନେତ୍ରୀ ମଦଲସା ଶର୍ମା (Madalsa Sharma) ନିଜର କିଛି ଫଟୋ ଯୋଗୁଁ ଆଜିକାଲି ଖବରରେ ଅଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋଗୁଡ଼ିକ ନିକଟରେ ମଦଲସା ନିଜେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର ବୋଲ୍ଡ ଷ୍ଟାଇଲ୍ ଦେଖିବା ମାତ୍ରେ ନଜର ଅଟକି ରହିବ । (ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ @madalsasharma)

ଏହି ଫଟୋଗୁଡ଼ିକ ମଦଲସାଙ୍କ ନୂତନ ଫଟୋସୁଟ୍ । ଯେଉଁଥିରେ ତାଙ୍କର ବୋଲ୍ଡ ଷ୍ଟାଇଲରେ ନଜର ଆସିଛନ୍ତି । ଲୋକମାନେ ତାଙ୍କର ଏହି ଫଟୋଗୁଡ଼ିକୁ ବହୁତ ଭଲ ପାଆନ୍ତି । (ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ @madalsasharma)

ମଦଲସା ଶର୍ମା (Madalsa Sharma) ନିଜ ସୋସିଆଲ୍ ନେଟୱାର୍କିଂ ସାଇଟ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବହୁତ ସକ୍ରିୟ ଓ ଏହି ପ୍ଲାଟଫର୍ମ ମାଧ୍ୟମରେ ସର୍ବଦା ନିଜ ପ୍ରିୟ ଲୋକଙ୍କ ସହିତ କନେକ୍ଟ ରୁହନ୍ତି । ମଦଲସା ପ୍ରାୟତଃ ନିଜର ଫଟୋ ଏଠାରେ ସେୟାର କରିଥାନ୍ତି । (ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ @madalsasharma)

ମଦଲସାଙ୍କୁ ଇନଷ୍ଟାଗ୍ରାମରେ ୨ ଲକ୍ଷରୁ ଅଧିକ ଲୋକ ଅନୁସରଣ କରୁଛନ୍ତି । ଉଲ୍ଲେଖନୀୟ କଥା ହେଉଛି ଆଜିକାଲି ଛୋଟ ପରଦାରେ ମଦଲସା ଶର୍ମା ନିଜର କାୟା ବିସ୍ତାର କରୁଥିବା ଦେଖାଯାଉଛି । (ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ @madalsasharma)

ସେ ଷ୍ଟାର ପ୍ଲସର ଟିଭି ସିରିଏଲ ଅନୁପମାରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହି ସିରିଏଲରେ ସେ ଏକ ନକାରାତ୍ମକ ଭୂମିକାରେ ଅଭିନୟ କରୁଛନ୍ତି । ଯେଉଁଥିରେ ତାଙ୍କ ନାମ କାବ୍ୟା ରହିଛି । (ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ @madalsasharma)

ଟିଆରପି ମାମଲାରେ ଟିଭି ସିରିଏଲ ଅନୁପମା ଆଗରେ ଅଛି । ସିରିଏଲରେ ଆସୁଥିବା ଟ୍ୱିଷ୍ଟ ପ୍ରଶଂସକଙ୍କୁ ଉତ୍ସାହିତ କରୁଛି । (ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ @madalsasharma)

ଦର୍ଶକମାନେ ତାଙ୍କ ଭୂମିକାକୁ ବହୁତ ପସନ୍ଦ କରୁଛନ୍ତି । ଉଲ୍ଲେଖନୀୟ କଥା ଏହା ଯେ ମଦଲସା ଶର୍ମା ହିନ୍ଦୀ ଅପେକ୍ଷା ଦକ୍ଷିଣ ଚଳଚ୍ଚିତ୍ରରେ ଅଧିକ କାମ କରିଛନ୍ତି । (ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ @madalsasharma)