ନୂଆ ବର୍ଷ ୨୦୨୧: ଦେଖନ୍ତୁ ବଲିଉଡ୍ ସେଲିବ୍ରିଟିମାନେ କେମିତି ଛୁଟି ବିତାଉଛନ୍ତି – Viral Photos
ଦିଶା ପଟାନି ଓ ପରିଣିତି ଚୋପ୍ରାଙ୍କ ଠାରୁ ଆରମ୍ଭ କରି କଟ୍ରିନା କୈଫ ଓ ମିହିକା ବଜାଜଙ୍କ ପର୍ଯ୍ୟନ୍ତ ଅନେକ ବଲିଉଡ୍ ଅଭିନେତ୍ରୀ ଓ ଅଭିନେତା ନୂଆ ବର୍ଷର ଛୁଟି ବିତାଇବା ପାଇଁ ଆକର୍ଷକ ସ୍ଥାନରେ ପହଞ୍ଚିଛନ୍ତି ।

ବଲିଉଡ୍ ଷ୍ଟାର୍ ଦିଶା ପଟାନି (Disha Patani) ଏକ ହଳଦିଆ ବିକିନି ପିନ୍ଧି ଏକ ହ୍ରଦ ଭିତରେ ଛୁଟି ବିତାଉଥିବାର ଏହି ଫଟୋ ଶେୟାର୍ କରିଛନ୍ତି ।

ସେଲିବ୍ରିଟି ଦମ୍ପତି ନେହା ଧୁପିଆ (Neha Dhupia) ଓ ଅଙ୍ଗଦ ବେଦୀ (Angad Bedi) ଏକ ରୋମାଣ୍ଟିକ୍ ଯାତ୍ରାରେ ଯାଇ ମାଳଦ୍ୱୀପରେ ପହଞ୍ଚିଛନ୍ତି ।

ନେହା ଧୁପିଆ (Neha Dhupia) ଓ ତାଙ୍କ ସ୍ୱାମୀ ଅଙ୍ଗଦ ବେଦୀ (Angad Bedi) ଏକ ଜଳାଶୟରେ କିଛି ସମୟ ବିତାଉଛନ୍ତି ।

ରାଣା ଦୁଗବଟି (Rana Daggubati) ଓ ତାଙ୍କ ପତ୍ନୀ ମିହିକା ବଜାଜ୍ (Miheeka Bajaj) ଏକ ଅଜ୍ଞାତ ଟୁରିଷ୍ଟ ସ୍ଥାନରେ ଛୁଟି ବିତାଉଛନ୍ତି ।

ଅଭିନେତ୍ରୀ ତାପସୀ ପନ୍ନୁ (Taapsee Pannu) ମାଳଦ୍ୱୀପର ସମୁଦ୍ର କୂଳରେ ନିଜ ପ୍ରେମିକ ମାଥିଆସ୍ ବୋଏଙ୍କ (Mathias Boe) ସହ ଛୁଟି କାଟୁଛନ୍ତି ।

ଅଭିନେତ୍ରୀ ମୌନୀ ରାୟ (Mouni Roy) ଏକ ଲାଲ୍ ରଙ୍ଗର ମନୋକିନି ପିନ୍ଧି ମାଳଦ୍ୱାପରେ ନିଜ ଛୁଟି ବିତାଇବାର ଏହି ଫଟୋ ଶେୟାର୍ କରିଛନ୍ତି ।

ଅଭିନେତ୍ରୀ ଇଲିଆନା ଡି’କୃଜ୍ (Ileana D’Cruz) ଏକ ଅଜ୍ଞାତ ସ୍ଥାନରେ ଛୁଟି ବିତାଉଛନ୍ତି । ସେ ଏକ ୟାଟରେ ବସିଛନ୍ତି ।

ମାଳଦ୍ୱୀପରେ ସାରା ଅଲୀ ଖାନ୍ (Sara Ali Khan) ସୂର୍ଯ୍ୟ କିରଣରେ ସ୍ନାନ କରୁଥିବାର ଏହି ଫଟୋ ଶେୟାର୍ କରିଛନ୍ତି ।

ଶାହରୁଖ ଖାନ୍ (Shah Rukh Khan, SRK) ଓ ତାଙଅକ ପତ୍ନୀ ଗୌରୀ ଖାନ୍ (Gauri Khan) ଆମେରିକାରେ ଛୁଟି ବିତାଉଛନ୍ତି ।

ଟିଭି ଅଭିନେତ୍ରୀ କାମ୍ୟା ପଞ୍ଜାବୀ (Kamya Panjabi) ନିଜ ପ୍ରେମିକ ଶଲଭ୍ ଦାଙ୍ଗଙ୍କ (Shalabh Dang) ସହ ଦୁବାଇରେ ଛୁଟି ବିତାଉଛନ୍ତି ।

କାମ୍ୟା ପଞ୍ଜାବୀ (Kamya Panjabi) ଏହି ଫଟୋର କ୍ୟାପସନରେ ଲେଖିଛନ୍ତି, ‘ଜହାଁ ତେରୀ ୟେ ନଜର୍ ହୈ ମେରୀ ଜାଁ ମୁଝେ ଖବର୍ ହୈ’ ।

ଅଭିନେତ୍ରୀ ସୁସ୍ମିତା ସେନ୍ (Sushmita Sen) ନିଜ ବୟଫ୍ରେଣ୍ଡ୍ ରୋହମନ୍ ଶଲଙ୍କ (Rohman Shawl) ସହ ମାଳଦ୍ୱାପରୁ ଏହି ଫଟୋ ଶେୟାର୍ କରିଛନ୍ତି ।

ସୁସ୍ମିତା ସେନ୍ (Sushmita Sen) ରୋହମନ୍ ଶଲଙ୍କ (Rohman Shawl) ବାହୁରେ ଥିବାର ଏହି ଫଟୋ ଫ୍ୟାନମାନଙ୍କୁ ପସନ୍ଦ ଆସିଛି ।

ଶାହରୁଖ ଖାନଙ୍କ (Shah Rukh Khan) ପିଲାମାନେ – ସୁହାନା ଖାନ୍ (Suhana Khan) ଆର୍ୟନ୍ ଖଆନ୍ (Aryan Khan) ଓ ଆବରାମ୍ ଖାନ୍ (AbRam Khan) – ଏକ ୟାଟରେ ଯାଉଛନ୍ତି ଓ ଛୁଟି ଉପଭୋଗ କରୁଛନ୍ତି ।

ଶାହରୁଖ ଖାନ (Shah Rukh Khan) ନିଜ ସାନ ପୁଅ ଆବରାମ୍ ଖାନଙ୍କ (AbRam Khan) ସହ ମାଳଦ୍ୱୀପରେ ଜଳ ଭିତରେ ବିଚରଣ କରୁଛନ୍ତି ।

ଶାହରୁଖ ଖାନଙ୍କ (Shah Rukh Khan) ଝିଅ ସୁହାନା ଖାନ୍ (Suhana Khan) ସୂର୍ଯ୍ୟ କିରଣରେ ସ୍ନାନ (ସନ୍ ବାଥ୍) କରୁଛନ୍ତି ।