Home » photogallery » trending » BOLLYWOOD ACTRESSES PREGNANT BEFORE MARRIAGE COMPLETED 9 MONTHS 1AD 030421

ନେହା ଧୁପିଆଙ୍କ ଠାରୁ ସେଲିନା ଜେଟଲୀ… ଏହି ଅଭିନେତ୍ରୀମାନେ ବିବାହର ୯ ମାସ ପୂର୍ବରୁ ମାଆ ହୋଇଥିଲେ

ବଲିଉଡରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଆଗ ଗର୍ଭବତା ହୋଇଥିଲେ ଓ ତା’ପରେ ବିବାହ କରିଥିଲେ । ଫଳ ସ୍ୱରୂପ ସେମାନଙ୍କ ବିବାହର ନଅ ମାସ ପୂରିବା ପୂର୍ବରୁ ସେମାନଙ୍କ ଘରେ ଶିଶୁର କୁଆଁ କୁଆଁ ଶୁଣିବାକୁ ମିଳିଥିଲା ।

  • |