ହୋମ୍ » ଫଟୋ ଗ୍ୟାଲେରୀ » ଟ୍ରେଣ୍ଡିଙ୍ଗ
୨୨ ବର୍ଷର ହୋଇଗଲେ ଅନନ୍ୟା ପାଣ୍ଡେ; Birthday Girlଙ୍କ ୧୦ଟି ସବୁ ଠୁ ଗ୍ଲାମରସ୍ ଫଟୋ ଦେଖନ୍ତୁ
ବଲିଉଡର ଭେଟେରାନ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେଙ୍କୁ ଫିଲ୍ମ ‘ପୁରୀ ଜଗନ୍ନାଥ’ରେ ଦେଖିବାକୁ ମିଳିବ । ଏ ପର୍ଯ୍ୟନ୍ତ ରିଲିଜ୍ ହୋଇଥିବା ଅନନ୍ୟାଙ୍କ ତିନୋଟି ଯାକ ଫିଲ୍ମ ହିଟ୍ ହୋଇଛି ।
1/ 10

ମୁମ୍ବାଇ: ନିଜ ପ୍ରଥମ ବଲିଉଡ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର ୨’ରେ (Student of the Year 2) ଦର୍ଶକଙ୍କ ହୃଦୟକୁ ଜିତିଥିବା ଅଭିନେତ୍ରୀ ଅନନ୍ୟା ପାଣ୍ଡେ (Ananya Pandey) ୨୨ ବର୍ଷର ହୋଇଯାଇଛନ୍ତି । ବଲିଉଡର ଭେଟେରାନ ଅବିନେତା ଚଙ୍କି ପାଣ୍ଡେଙ୍କ (Chunky Pandey) ଝିଅ ଅନନ୍ୟା ପାଣ୍ଡେ ୩୦ ଅକ୍ଟୋବର ୧୯୯୮ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ।
3/ 10

ଅନନ୍ୟା ୨୦୧୯ ଠାରୁ ମୋ’ଟ ତିନୋଟି ଫିଲ୍ମରେ ଅଭିନୟ କରିଛନ୍ତି – ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର ୨’, ‘ପତି, ପତ୍ନୀ ଔର ୱୋ’ ଏବଂ ‘ଖାଲୀ ପୀଲୀ’ । ଏଥିରୁ ତାଙ୍କର ଗୋଟିଏ ଫିଲ୍ମ ‘ଖାଲୀ ପୀଲୀ’ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା ।
4/ 10

ଏହା ବ୍ୟତୀତ ଅନନ୍ୟା ଫିଲ୍ମ ‘ଅଙ୍ଗ୍ରେଜୀ ମିଡିୟମ’ରେ ବି ଏକ ବିଶେଷ ପ୍ରଦର୍ଶନ (special appearance) କରିଥିଲେ ।
7/ 10

ସୋସିଆଲ ମିଡ଼ିଆରେ ଅନନ୍ୟାଙ୍କ ପ୍ରଶଂସକଙ୍କ ଭିଡ଼ ଲାଗିଛି । ତାଙ୍କୁ ଇନଷ୍ଟାଗ୍ରାମରେ ଦେଢ଼ କୋଟିରୁ ଅଧିକ ଲୋକ ଫଲୋ କରୁଛନ୍ତି ।