Home » photogallery » trending » BMC EMPLOYEES REACH KANGANA OFFICE SEE THE ACTRESS MUMBAI STUDIO 2JDB 0709

କଙ୍ଗନାଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ BMC କର୍ମଚାରୀ; ଫଟୋରେ ଦେଖନ୍ତୁ ଅଭିନେତ୍ରୀଙ୍କ ମୁମ୍ବାଇ ଷ୍ଟୁଡିଓ

ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାନାୱତ ଓ ଶିବସେନା ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ ଚାଲିଥିବା ବାକ୍ ଯୁଦ୍ଧ ବନ୍ଦ ହେବାକୁ ନାମ ନେଉନାହିଁ । କଙ୍ଗନା ସୋମବାର ଟୁଇଟ୍ କରି କହିଛନ୍ତି ଯେ BMC ଟିମ୍ ମୁମ୍ବାଇରେ ତାଙ୍କ ଷ୍ଟୁଡିଓରେ ପହଞ୍ଚିଛନ୍ତି ।

  • |

തത്സമയ വാര്‍ത്തകള്‍