Home » photogallery » trending » BIPASHA BASU ENJOYS FULL BEACH FUN WITH HUSBAND KARAN SINGH SEE VIRAL PHOTOS 2JDB 2802 JDB

ବିପାଶା ବସୁ ମାଲଦ୍ୱୀପରେ ଦେଖାଇଲେ ନିଜର ଜଲୱା; କରଣଙ୍କ ସହ ସେୟାର କଲେ ରୋମାଣ୍ଟିକ ଫଟୋ

ବଲିଉଡ ଅଭିନେତ୍ରୀ ବିପାଶା ବସୁ (Bipasha Basu) ଆଜିକାଲି ସ୍ୱାମୀ କରଣ ସିଂ ଗ୍ରୋଭରଙ୍କ (Karan Singh Grover) ସହ ମାଲଦ୍ୱୀପରେ ଛୁଟି ଉପଭୋଗ କରୁଛନ୍ତି । ବିପାଶା ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଗୋଟିଏ ପରେ ଗୋଟିଏ ହଟ ଫଟୋ ସେୟାର କରୁଛନ୍ତି ।

  • |

ସାମ୍ପ୍ରତିକ ଖବର