ହୋମ୍ » ଫଟୋ ଗ୍ୟାଲେରୀ » ଟ୍ରେଣ୍ଡିଙ୍ଗ
ବିହାର ନିର୍ବାଚନ ଫଳାଫଳ: ଭୋଟ୍ ଗଣନା ଜାରି; ଟ୍ରେଣ୍ଡରେ କଡ଼ା ଟକ୍କର, ଦେଖନ୍ତୁ PHOTOS
ବିହାର ବିଧାନସଭା ନିର୍ବାଚନ ୨୦୨୦ ର ଫଳାଫଳ ପାଇଁ ଭୋଟ୍ ଗଣନା ସହିତ ପ୍ରାରମ୍ଭିକ ଧାରା ମଧ୍ୟ ଆସିବା ଆରମ୍ଭ କରିଛି । କରୋନା ଭୂତାଣୁ ସଂକ୍ରମଣ ପାଇଁ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଗଣନା କେନ୍ଦ୍ରରେ ଭୋଟ୍ ଗଣନା କରାଯାଉଛି ।
1/ 5

ବିହାର ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ଧାରା ଏନଡିଏ ଓ ମହାଗଠବନ୍ଧନ ମଧ୍ୟରେ କଡ଼ା ଟକ୍କର ହେଉଥିବା ସାମ୍ନାକୁ ଆସୁଛି ।<br />
2/ 5

ଅପରାହ୍ନ ୧:୦୦ ସୁଦ୍ଧା ପ୍ରକାଶିତ ଟ୍ରେଣ୍ଡ ଅନୁଯାୟୀ ଏନଡିଏର ୧୨୫ଟି ସିଟ୍ ଓ ମହାଗଠବନ୍ଧନର ୧୦୫ଟି ସିଟ୍ ଦେଖିବାକୁ ମିଳିଛି ।<br />
4/ 5

ପାଟଣାର ଅନୁଗ୍ରା ନାରାୟଣ କଲେଜରେ ସ୍ଥାପିତ ଗଣନା କେନ୍ଦ୍ରରେ ବିହାର ବିଧାନସଭା ନିର୍ବାଚନର ଗଣନା ଚାଲିଛି ।<br />