ଟିଭିରେ ସବୁଠୁ ଅଧିକ ଚର୍ଚ୍ଚିତ ରିଆଲିଟି ସୋ ବିଗବସର ୧୪ତମ ସିଜନ ପାଇଁ ଅଧିକ ଚର୍ଚ୍ଚା ଲାଗି ରହିଛି । ଏହି ଶୋ’ରେ କିଏ ପ୍ରତିଯୋଗୀ କିଏ ହେବେ ସେନେଇ ଅନେକ ନାମ ଉପରେ ଆଲୋଚନା ଚାଲିଛି । ଖବର ଆସୁଛି ଯେ ଖତ୍ରୋ କେ ଖିଲାଡି: ମେଡ୍ ଇନ୍ ଇଣ୍ଡିଆ (Khatron Ke Khiladi Made In India) ଜିତିବା ପରେ ଟିଭିର 'ନାଗିନ୍' ଅର୍ଥାତ୍ ନିୟା ଶର୍ମା ବର୍ତ୍ତମାନ ବିଗ୍ ବସ୍ ୨୦୨୦ ରେ ଦେଖିବାକୁ ମିଳିବେ । (Photo Credit- @niasharma90/Instagram)