ନୂଆ ଦିଲ୍ଲୀ: ଗତ ବର୍ଷ ଫେବୃଆରୀରେ ଯେତେବେଳେ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଦ୍ୱାରା ଟପଲେସ ଫଟୋସୁଟ କରାଯାଇଥିଲା । ଯାହା ସୋସିଆଲ ମିଡିଆରେ ତାଙ୍କ ଫଟୋ ଚାରିଆଡେ ଛାଇ ଯାଇଥିଲା । ଚଳିତ ବର୍ଷ ପ୍ରାରମ୍ଭରେ ବଲିଉଡ ଅଭିନେତ୍ରୀ ବିଦିତା ବାଗଙ୍କୁ ଏକ ଟପଲେସ ଫଟୋସୁଟ କରିବାର ଦେଖିବାକୁ ମିଳିଛି । ଯାହାକୁ ସେ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି । (ଫଟୋ ସୌଜନ୍ୟ: Instagram @biditabag)