
ମୁମ୍ବାଇ: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଙ୍ଗଳବାର ଦିନ ଏକ ଖୁଲାସା କରି କହିଛନ୍ତି ଯେ ସେ ନିଜର ୨୨ ଥର କରୋନା ଟେଷ୍ଟ କରିଛନ୍ତି । ଗାଙ୍ଗୁଲି କହିଛନ୍ତି ଯେ ଗତ ସାଢ଼େ ଚାରି ମାସ ମଧ୍ୟରେ ସେ ନିଜର ବୃତ୍ତିଗତ ପ୍ରତିଶ୍ରୁତି ପୂରଣ କରିବା ପାଇଁ ପ୍ରାୟ ୨୨ ଥର କୋଭିଡ -୧୯ ଟେଷ୍ଟ କରିଛନ୍ତି । (ଫଟୋ କ୍ରେଡିଟ୍: ସୌରଭ ଗାଙ୍ଗୁଲି ଇନଷ୍ଟାଗ୍ରାମ ଆକାଉଣ୍ଟ)

ବିସିସିଆଇ ସଭାପତି ଗାଙ୍ଗୁଲି ଆଇପିଏଲର ୧୩ ତମ ସିଜନ ଯୋଗୁଁ ୧୯ ସେପ୍ଟେମ୍ବରରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ୟୁଏଇରେ ରହିଥିଲେ । (ଫଟୋ କ୍ରେଡିଟ୍: ସୌରଭ ଗାଙ୍ଗୁଲି ଇନଷ୍ଟାଗ୍ରାମ ଆକାଉଣ୍ଟ)<br />

ଏକ ଭିର୍ଚୁଆଲ୍ ମିଡିଆ ସମ୍ମିଳନୀ 'ଲିଭିଙ୍ଗାର୍ଡ ଏଜି'ର ବ୍ରାଣ୍ଡ ଆମ୍ବାସାଡର ଭାବରେ ସେ କହିଛନ୍ତି ଯେ ୨୨ ଥର କରୋନା ଟେଷ୍ଟ କରିବା ପରେ ମଧ୍ୟ ସେ ପଜିଟିଭ ଆସିନାହାଁନ୍ତି । (ଫଟୋ କ୍ରେଡିଟ୍: ସୌରଭ ଗାଙ୍ଗୁଲି ଇନଷ୍ଟାଗ୍ରାମ ଆକାଉଣ୍ଟ)<br />

ତାଙ୍କ ଆଖପାଖର ଲୋକମାନେ ପଜିଟିଭ ଥିବା ଦେଖିବାକୁ ମିଳିଥିଲା । ଏହି କାରଣରୁ ବୋଧହୁଏ ତାଙ୍କୁ କୋଭିଡ -୧୯ ଟେଷ୍ଟ କରିବାକୁ ପଡିଥିଲା । (ଫଟୋ କ୍ରେଡିଟ୍: ସୌରଭ ଗାଙ୍ଗୁଲି ଇନଷ୍ଟାଗ୍ରାମ ଆକାଉଣ୍ଟ)<br />