ଯେବେ ଆମେ ଅତ୍ୟଧିକ ଥଣ୍ଡା କିମ୍ବା ଗରମ ପାଣିରେ ସ୍ନାନ କରୁ ସେତେବେଳେ ଆମ କ୍ୟାଲୋରୀ ହ୍ରାସ ପାଇଥାଏ, ଯେଉଁଥିପାଇଁ ଆମର ମୋଟାପଣ ଦୂର ହୋଇଥାଏ। କିନ୍ତୁ ମନେରଖନ୍ତୁ ଯେ, ପାଣି ଏତେ ଗରମ ହେବା ଉଚିତ ନୁହେଁ ଯେ ଯାହା ଆପଣଙ୍କ ତ୍ବଚାକୁ କ୍ଷତି ପହଞ୍ଚାଇ ପାରିବ। ପାଣିର ତାପମାତ୍ରାକୁ ସେତିକି ରଖନ୍ତୁ, ଯେତିକି ଆପଣଙ୍କ ଶରୀର ସହ୍ୟ କରିପାରିବ। ବିଶେଷଜ୍ଞଙ୍କ ମତରେ, ରାତିରେ ଗାଧୋଇବା ଦ୍ବାରା ଆପଣଙ୍କର ଅଧିକ କ୍ୟାଲୋରୀ କମ ହୋଇଥାଏ।
ଯଦି ଆପଣଙ୍କର ଚର୍ମ ସମ୍ବନ୍ଧୀୟ ସମସ୍ୟା ରହିଛି ତେବେ ରାତିରେ ଗାଧୋଇବା ଆପଣଙ୍କ ପାଇଁ ବେଶ ଲାଭଦାୟକ ଅଟେ। ଏପରି କରିବା ଦ୍ବାରା ଆପଣଙ୍କ ବ୍ରଣ ସମସ୍ୟା, ଶୁଷ୍କ ତ୍ୱଚା ସମସ୍ୟାରୁ ମୁକ୍ତି ମିଳିଥାଏ। ଆପଣଙ୍କ ଚର୍ମ ସ୍ବାଭାବିକ ଭାବେ ଚମକି ଉଠେ। ରାତିରେ ଗାଧୋଇବା ପରେ ଆପଣ ସ୍କିନରେ ଭଲ ଭାବେ ମଶ୍କରାଇଜର ଲଗାନ୍ତୁ ଏହା ପରେ ଶୋଇବାକୁ ଯାଆନ୍ତୁ। ଏହା ସହ ଚେଷ୍ଟା କରନ୍ତୁ ଯେ, ଯେବେ ଆପଣ ବାହାରୁ ଘରକୁ ଆସୁଛନ୍ତି ତେବେ ଥଣ୍ଡା ପାଣିରେ ନଜ ଚେହେରାକୁ ଧୋଇ ନିଅନ୍ତୁ।