Home » photogallery » trending » BATHING AT NIGHT HEALTH BENEFITS SKIN PROBLEMS SLEEP DISORDER BLOOD PRESSURE 3SSD 14042022

Night Bath: ରାତିରେ ଗାଧୋଇବା ଅଭ୍ୟାସ ଜାରି ରଖନ୍ତୁ; ମିଳିବ ଏସବୁ ଉପକାରିତା

ଆମେ ଅତ୍ୟଧିକ ଥଣ୍ଡା କିମ୍ବା ଗରମ ପାଣିରେ ସ୍ନାନ କରୁ ସେତେବେଳେ ଆମ କ୍ୟାଲୋରୀ ହ୍ରାସ ପାଇଥାଏ, ଯେଉଁଥିପାଇଁ ଆମର ମୋଟାପଣ ଦୂର ହୋଇଥାଏ। ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି ସେମାନେ ରାତିରେ ଗାଧୋଇବା ଆବଶ୍ୟକ।

  • |