Home » photogallery » trending » AYODHYA READY FOR RAM MANDIR BHOOMI PUJAN SHINES LIKE DEEPAVALI 1AD 0308

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ: ଭୂମି ପୂଜନ ଉତ୍ସବ ପାଇଁ ଶ୍ରାବଣ ମାସରେ ହିଁ ଦୀପାବଳିର ଚମକ ଦିଶୁଛି

ଆଜି ଠାରୁ ରାମ ମନ୍ଦିର ନିର୍ମାଣ ପାଇଁ ଅଯୋଧ୍ୟାରେ ଆରମ୍ଭ ହୋଇଛି ଦୁଇଦିନିଆ ଭୂମି ପୂଜନ ଉତ୍ସବ ଓ ଦୀପ ଉତ୍ସବ । ଏଥି ପାଇଁ ପ୍ରଥମେ ବିଘ୍ନ ବିନାଶକ ତଥା ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ହୋଇଛି । ମାଆ ଗୌରୀଙ୍କୁ ମଧ୍ୟ ଆରାଧନା କରାଯାଇଛି ।

  • |

ସାମ୍ପ୍ରତିକ ଖବର