Home » photogallery » trending » ARCHAEOLOGICAL SURVEY OF INDIA RELEASES PHOTOS OF UNDERGROUND ROOM OF TAJ MAHAL 2LPD 160522

Taj Mahal Controversy: ତାଜମହଲର ୨୨ଟି କୋଠରୀ ବିବାଦ ମଧ୍ୟରେ ସାମ୍ନାକୁ ଆସିଲା ଏହି କଥା

ତାଜମହଲର ବନ୍ଦ ୨୨ କୋଠରୀକୁ ନେଇ ଆଜିକାଲି ଏକ ବିବାଦ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ଜଣେ ଆବେଦନକାରୀ ଆହ୍ଲାବାଦ ହାଇକୋର୍ଟରେ ଏକ ଆବେଦନ କରିଥିଲେ ଓ ସେଠାରେ ହିନ୍ଦୁ ଦେବତା ଓ ଦେବୀଙ୍କ ମୂର୍ତ୍ତି ଖୋଜିବା ପାଇଁ ଏକ କମିଟି ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ କହିଥିଲେ।

  • |