ହୋମ୍ » ଫଟୋ ଗ୍ୟାଲେରୀ » ଟ୍ରେଣ୍ଡିଙ୍ଗ
କିଏ ଏହି ୨୫-ବର୍ଷୀୟା ସୁନ୍ଦରୀ ଅନୁପମା ଯାହାଙ୍କୁ ଜସପ୍ରୀତ ବୁମ୍ରା ବିବାହ କରିବାକୁ ଯାଉଛନ୍ତି? PHOTOS
ଚୁଲବୁଲି ଅଭିନେତ୍ରୀ ଅନୁପମା ପରମେଶ୍ୱରନ୍ କ୍ରିକେଟ୍ ଖେଳାଳି ଜସପ୍ରୀତ ବୁମରାଙ୍କ ଜୀବନସାଥୀ ହେବାକୁ ଯାଉଛନ୍ତି । ଅନୁପମାଙ୍କ ରୂପ ଓ ଗୁଣରେ ବିମୁଗ୍ଧ ହୋଇଛନ୍ତି ଜସପ୍ରିତ । ସେମାନଙ୍କ ବିବାହ ତାରିଖ ଗୁପ୍ତ ରଖାଯାଇଛି ।
1/ 23

କ୍ରିକେଟ୍ ଖେଳାଳି ଜସପ୍ରିତ୍ ବୁମ୍ରା (Jasprit Bumrah) ଖୁବ୍ ଜଲଦି ହାତକୁ ଦି’ ହାତ ହେବାକୁ ଯାଉଛନ୍ତି ବୋଲି ଶୁଣାଯାଉଛି । ତାଙ୍କ ଜୀବନସାଥୀ ହେବାକୁ ଯାଉଛନ୍ତି ଦକ୍ଷିଣର ସୁନ୍ଦରୀ ଅନୁପମା ପରମେଶ୍ୱରନ୍ (Anupama Parameswaran)।
5/ 23

ଏହା ପୂର୍ବରୁ ୨୦୨୦ରେ ଅନୁପମାଙ୍କ (Anupama Parameswaran) ନାମ ଜସପ୍ରିତ ବୁମ୍ରାଙ୍କ ସହିତ ଯୋଡି଼ ହୋଇଥିଲା ।