Home » photogallery » trending » ANKITA LOKHANDE SEEN OUTSIDE HER HOUSE FIRST TIME AFTER SUSHANT SINGH RAJPUT DEATH 1AD 2907

ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ ଅଙ୍କିତା ପ୍ରଥମ ଥର ଘରୁ ବାହାରକୁ ବାହାରିଲେ

ଜୁନ୍ ୧୪ରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ମୁମ୍ବାଇରେ ଥିବା ତାଙ୍କ ଘରୁ ପ୍ରଥମ ଥର ବାହାରକୁ ଆସିଥିଲେ । ଗରିବ ପିଲାଙ୍କୁ ଚକୋଲେଟ୍ ଦେଇଥିଲେ ସେ ।

  • |