News 18 Odia Digital ଆଜି ସକାଳେ ତିରୁମାଲାରେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟ ପ୍ରଭୁ ଭେଙ୍କଟେଶ୍ୱରଙ୍କୁ ଦର୍ଶନ କଲେ ।#venkateswaraswamy #venkateswara #anantambani #News18Odia ଜୁନିୟର ଅମ୍ୱାନୀଙ୍କ ଗସ୍ତ ପାଇଁ ମନ୍ଦିରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବିବାହ ପୂର୍ବରୁ ତୀର୍ଥକ୍ଷେତ୍ର ଗୁଡିକ ବୁଲିବା ସହ ଆଶୀର୍ବାଦ ଦେଉଛନ୍ତି ରାଧିକା ଓ ଅନନ୍ତ । ଆଜି ପବିତ୍ର ସରସ୍ୱତୀ ପୂଜା । ତେଣୁ ଆଜିର ଦର୍ଶନ ସ୍ୱତନ୍ତ୍ର ଥିବା ପୂଜକ କହିଛନ୍ତି । ତିରୁମାଲାରେ ଦର୍ଶନ କରିବା ପୂର୍ବରୁ ନିକଟରେ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ଜୁନିୟର ଅମ୍ୱାନୀ । ପାର୍ବଣର ପୋଷାକରେ ଖୁବ ସୁନ୍ଦର ଲାଗୁଛି ଅନନ୍ତ ଏବଂ ରାଧିକାଙ୍କ ଯୋଡି