Home » photogallery » trending » AN ITALIAN CITIZEN WHO MADE HISTORY BY GRADUATING AT THE AGE OF 96 2JDB 1208

୯୬ ବର୍ଷ ବୟସରେ ସ୍ନାତକ ହୋଇ ଇତିହାସ ରଚିଲେ ଏହି ଇଟାଲି ନାଗରିକ

ଜିଉସେପ୍ ପେଟର୍ନୋ ନିଜ ଜୀବନରେ ଅନେକ ଅସୁବିଧା ଦେଖିଥିଲେ । ସେ ପିଲାଦିନେ ଦରିଦ୍ରତା ଓ ଯୁଦ୍ଧ ଦେଖିଥିଲେ, ଆଉ ଏବେ କରୋନା ଭୂତାଣୁ ମହାମାରୀ ଦେଖୁଛନ୍ତି। ୯୬ ବର୍ଷ ବୟସରେ ସେ ଇଟାଲୀର ସବୁ ଠୁ ବୟସ୍କ ସ୍ନାତକ ହୋଇଛନ୍ତି ।

  • |

തത്സമയ വാര്‍ത്തകള്‍