ବଲିଉଡର ଚିର-ସବୁଜ ଦମ୍ପତି ଅମିତାଭ ବଚ୍ଚନ (Amitabh Bachchan) ଓ ଜୟା ବଚ୍ଚନ (Jaya Bachchan) ଜୁନ୍ ୩ ତାରିଖରେ ନିଜ ୪୮ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି । ଅମିତାଭ ଓ ଜୟାଙ୍କ ପ୍ରେମ କାହାଣୀ ବଲିଉଡର ସବୁଠାରୁ ଚର୍ଚ୍ଚିତ କାହାଣୀ ମଧ୍ୟରୁ ଅନ୍ୟତମ । ଜୀବନର ସବୁ ଉତ୍ଥାନ-ପତନ ସତ୍ତ୍ୱେ ଏହି ଦମ୍ପତି ଏତେ ଦୂର ଯାତ୍ରା କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ।