Home » photogallery » trending » AMIT SHAH SAID DID NOT SEE SUCH A ROADSHOW IN LIFE SEE PICTURES OF HEAVY FLOCK IN PICTURES 2JDB 2012

ଅମିତ ଶାହା କହିଲେ: ଏପରି ରୋଡ୍ ଶୋ' ଜୀବନରେ ଦେଖିନଥିଲି; ଫଟୋରେ ଦେଖନ୍ତୁ ଭାରୀ ଭିଡ଼ର ଝଲକ

Amit Shah West Bengal Rally: ପଶ୍ଚିମ ବଙ୍ଗରେ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତର ଆଜି ଦ୍ୱିତୀୟ ଦିନ । ରୋଡ୍ ଶୋ'ରେ ଲୋକଙ୍କ ଭିଡ଼ ଦେଖି ଅମିତ ଶାହା କହିଛନ୍ତି, 'ମୁଁ ଅନେକ ରୋଡ୍ ଶୋ' କରିସାରିଛି ଓ ଦେଖିଛି, କିନ୍ତୁ ଜୀବନରେ ଏଭଳି ରୋଡ୍ ସୋ ଦେଖି ନାହିଁ ।' ସେ କହିଛନ୍ତି ଯେ ଏହି ରୋଡ୍ ଶୋ'ରେ ବଙ୍ଗଳାବାସୀଙ୍କ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଥିବା ପ୍ରେମ ଓ ବିଶ୍ୱାସ ଦେଖାଉଛି । ବଙ୍ଗଳାର ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି ।

  • |

തത്സമയ വാര്‍ത്തകള്‍