Home » photogallery » trending » AMIR KHAN DAUGHTER IRA KHAN SAYS SHE WAS SEXUALLY EXPLOITED AT AGE 14 1AD 0311

ଆମିର୍ ଖାନଙ୍କ ଝିଅ ଇରା ଖାନ୍ କହିଲେ, ‘’୧୪ ବର୍ଷ ବୟସରେ ମୋ’ର ଯୌନ ଶୋଷଣ ହୋଇଥିଲା’’

ବଲିଉଡ ଅଭିନେତା ଆମୀର ଖାନଙ୍କ (Amir Khan) ଝିଅ ଇରା ଖାନ (Ira Khan) ପ୍ରକାଶ କରିଛନ୍ତି ଯେ ସେ କିଶୋରୀ ଥିବା ବେଳେ ଜଣେ ପୁରୁଷ ତାଙ୍କର ଯୌନ ଶୋଷଣ (sexual exploitation) କରିଥିଲେ । ଇରା ଖାନ ମାସେ ପୂର୍ବରୁ କହିଥିଲେ ଯେ ସେ ମାନସିକ ଅବସାଦ (depression) ପାଇଁ ଚାରି ବର୍ଷରୁ ଅଧିକ ସମୟ ଧରି ଚିକିତ୍ସିତ ହେଉଛନ୍ତି ।

  • |