Home » photogallery » trending » AMERICA STORM IDA AT LEAST 41 DEAD IN NEW YORK AREA STATE OF EMERGENCY DECLARED 2LPD 030921

USAରେ ତାଣ୍ଡବ ରଚିଲା ବାତ୍ୟା ଇଡ଼ା: ୪୯ ଜଣଙ୍କର ମୃତ୍ୟୁ; ଅନେକ ଅଞ୍ଚଳରେ ପାୱାର କଟ୍

ଆମେରିକାରେ ହୋଇଥିବା ବାତ୍ୟାକୁ ଆଧାର କରି ନ୍ୟୁ ଜର୍ସିର ରାଜ୍ୟପାଳ ଡେମୋକ୍ରାଟିକ୍ ପାର୍ଟିର ଫିଲ୍ ମର୍ଫି କହିଛନ୍ତି ଯେ ଅତି କମରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ କହିଛି ଯେ ନ୍ୟୁୟର୍କ ସହରରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି ।

  • |