ଅଜିଙ୍କ୍ୟ ରହାଣେ (Ajinkya Rahane) ନିଜ ନେତୃତ୍ୱରେ ଭାରତକୁ ବର୍ଡ଼ର୍-ଗାଭାସ୍କର ଟ୍ରଫିରେ ଜିତେଇ ସମସ୍ତଙ୍କ ହୃଦୟ ଜିତିଛନ୍ତି । ରହାଣେଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଚାରିଟି ଟେଷ୍ଟ ମ୍ୟାଚ୍ ଖେଳି ୨-୧ରେ ଜିତିଛି । ଅଷ୍ଟ୍ରେଲିଆରେ ଐତିହାସିକ ବିଜୟ ହାସଲ କରିବା ପରେ ରହାଣେ ଘରକୁ ଫେରିଛନ୍ତି । (ଫଟୋ କ୍ରେଡିଟ୍: ଅଜିଙ୍କ୍ୟ ରହାଣେ ଇନଷ୍ଟାଗ୍ରାମ)