Home » photogallery » trending » AFGHANISTAN TALIBAN RUN REHAB CLINIC MEN EATING CATS AND EVEN CANNIBALISM IN ORDER TO SURVIVE 2LPD 050222

ତାଲିବାନର ଡ୍ରଗ୍ ରିହାବ ସେଣ୍ଟରରେ ମଣିଷ ସାଜିଛନ୍ତି ଦାନବ; କଞ୍ଚା ଚୋବେଇ ଖାଉଛନ୍ତି ମଣିଷଙ୍କ ଅନ୍ତନାଡ଼ି

Taliban Run Rehab Clinic: ତାଲିବାନ ହଜାର ହଜାର ଭୂମିହୀନ ନିଶା ସେବକଙ୍କୁ ଡାକ୍ତରଖାନାରେ ବନ୍ଦି କରି ରଖିଛି । ଯେଉଁଠାରେ ମଣିଷ ପାଲଟିଛନ୍ତି ଦାନବ। କାବୁଲରେ ଏପରି ଏକ 'ହସ୍ପିଟାଲ'ର ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଅତ୍ୟନ୍ତ ଭୟାନକ ଥିଲା। ଏହି ଲୋକଙ୍କୁ ଅବହେଳିତ ଖାଦ୍ୟ ଦିଆଯାଉଛି। ଭୋକ ଯୋଗୁଁ ଅନେକ ଲୋକ ଘାସ ଖାଇବାକୁ ବାଧ୍ୟ ହୋଇଛନ୍ତି। (ସବୁ ଫଟୋ-AFP/AP)

  • |