ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ଦିନକୁ ଦିନ ଅବସ୍ଥା ଆହୁରି ଖରାପ ହେବାରେ ଲାଗିଛି। ଡାକ୍ତରଖାନା ଠାରୁ ଆରମ୍ଭ କରି ବିଦ୍ୟାଳୟ ପର୍ଯ୍ୟନ୍ତ ଅସୁବିଧାରେ ରହିଛି। ଡ୍ରଗ୍ ସମସ୍ୟାର ସମାଧାନ ପାଇଁ ତାଲିବାନ ପୁନଃ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରିଥିଲା। ଏଠାରେ ହଜାର ହଜାର ଲୋକଙ୍କୁ ଭର୍ତ୍ତି କରାଯାଇଛି, କିନ୍ତୁ ଏଠାରେ ବ୍ୟବସ୍ଥା ଏତେ ଖରାପ ଯେ ବନ୍ଦୀମାନେ ରାକ୍ଷାସ ସାଜିବାରେ ଲାଗିଛନ୍ତି। ଶୁଣିବାକୁ ମିଳୁଛି ଯେ ଭୋକ ପାଇଁ କେତେକ ବିଲେଇ ଓ ମନୁଷ୍ୟର ମାଂସ ଖାଉଛନ୍ତି।