Home » photogallery » trending » AFGHANISTAN TALIBAN CRISIS DESTITUTE AFGHAN FAMILIES SELLING CHILDREN LANDER FOR FOOD AND LOAN 2LPD 191021

ଏହି ଦେଶରେ ଛାଇଲା ଏମିତି ସମସ୍ୟା; ଭୋକ ମେଣ୍ଟାଇବା ପାଇଁ ନିଜ ଛିଆଙ୍କୁ ବିକିଲେ ମା'

ଆଫଗାନିସ୍ତାନରେ ଋଣ ପରିଶୋଧ କରିବା ପାଇଁ ପରିବାରମାନେ ନିଜ ପିଲାମାନଙ୍କୁ ବିକ୍ରୟ କରିବାକୁ ବାଧ୍ୟ ହେଉଛନ୍ତି। ଯୁଦ୍ଧରେ ଭାଙ୍ଗି ପଡ଼ିଥିବା ଦେଶର ଅର୍ଥନୀତି ପ୍ରାୟ ଧ୍ୱଂସ ହେବାକୁ ଯାଉଛି। (ସବୁ ଫଟୋ-AP)

  • |

തത്സമയ വാര്‍ത്തകള്‍