Home » photogallery » trending » AFGHANISTAN NEWS TALIBAN KABUL AIRPORT BLAST LATEST IMAGES 3SSD 270821

କାବୁଲ ବ୍ଲାଷ୍ଟ: ରକ୍ତମୟ ଦେଖାଯାଉଥିଲା ଡ୍ରେନ ପାଣି; ମୃତ ଦେହ ଗଦା ହୋଇଥିଲା

କାବୁଲରେ ହୋଇଥିବା ବ୍ଲାଷ୍ଟର ଦୃଶ୍ୟ ଦେଖିଲେ ଆପଣଙ୍କ ହୃଦୟ ବି କାନ୍ଦି ଉଠିବ। ସେଠାକାର ଡ୍ରେନରେ ମୃତଦେହ ବିଛେଇ ହୋଇପଡ଼ିଥିଲା ଓ ପାଣି ପୁରା ଲାଲ ଦେଖାଯାଉଥିଲା।

  • |