Home » photogallery » trending » ACTRESS MONALISA HOT AND BOLD PHOTOS IN MINI SKIRT GONE VIRAL ON INSTAGRAM SEE PICS 2JDB 270421

ସ୍କର୍ଟରେ ମୋନାଲିସା ସେୟାର କଲେ ଏହିପରି ଫଟୋ; ଯାହାକୁ ଦେଖି ଆପଣ ମଧ୍ୟ କହିବେ WOW

ନିକଟରେ ଅଭିନେତ୍ରୀ ମୋନାଲିସା (Monalisa) ନିଜର କିଛି ହଟ ଫଟୋ ଇନଷ୍ଟାଗ୍ରାମରେ (Monalisa Instagram) ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ହଇଚଇ ସୃଷ୍ଟି କରୁଛନ୍ତି । ଏହି ଫଟୋଗୁଡ଼ିକରେ ମୋନାଲିସା ଏକ ମିନି ସ୍କର୍ଟ (Mini Skirt) ପିନ୍ଧିଛନ୍ତି । ଏପରି ଲାଗୁଛି ଯେ ତାଙ୍କର ଫଟୋସୁଟ୍ କୌଣସି ଏକ ପାର୍କରେ ହୋଇଛି । ଦେଖନ୍ତୁ Photos.

  • |

ସାମ୍ପ୍ରତିକ ଖବର