ମିଷ୍ଟି ମୁଖାର୍ଜୀଙ୍କୁ ବଙ୍ଗଳା ଫିଲ୍ମ ସହ ଅନ୍ୟାନ୍ୟ କେତେକ ଭାଷାର ଫିଲ୍ମରେ ଦେଖିବାକୁ ମିଳିଥିଲା । ‘ମୈଁ କୃଷ୍ଣା ହୁଁ’, ‘ଲାଇଫ୍ କୀ ତୋ ଲଗ୍ ଗୟୀ’ ଭଳି ଚଳଚ୍ଚିତ୍ରରେ ତାଙ୍କ ଅଭିନୟକୁ ପ୍ରଶଂସା କରାଯାଇଥିଲା । ତାଙ୍କୁ ଅନେକ ଚଳଚ୍ଚିତ୍ରରେ ଆଇଟମ୍ ଡ୍ୟାନ୍ସରେ ମଧ୍ୟ ଦେଖିବାକୁ ମିଳିଥିଲା । ସେ ଏକାଧିକ ମ୍ୟୁଜିକ୍ ଭିଡିଓରେ ବି ଅଭିନୟ କରିଛନ୍ତି ।