ହୋମ୍ » ଫଟୋ ଗ୍ୟାଲେରୀ » ଟ୍ରେଣ୍ଡିଙ୍ଗ
ଏଲି ଆବ୍ରାମ୍ ନିଜ ବୋଲ୍ଡ ଓ ହଟ୍ ଷ୍ଟାଇଲ୍ ଯୋଗୁଁ ସୋସିଆଲ୍ ମିଡି଼ଆରେ ହଇଚଇ ସୃଷ୍ଟି କଲେ
ବଲିଉଡ ଅଭିନେତ୍ରୀ ତଥା ରିଆଲିଟି ଶୋ’ ‘ବିଗ୍ ବସ୍’ ଖ୍ୟାତ ଏଲି ଅବ୍ରାମ୍ (Elli AvrRam) ନିଜ ସୌନ୍ଦର୍ଯ୍ୟ ଓ ଫିଟନେସ୍ ଯୋଗୁଁ ସବୁ ବେଳେ ଚର୍ଚ୍ଚାରେ ଥାଆନ୍ତି । ଏବେ ନିଜ ତାଜା ଫଟୋସୁଟ୍ ପାଇଁ ସେ ସମସ୍ତଙ୍କ ନଜରରେ ଅଛନ୍ତି ।
10/ 11

ମାଳଦ୍ୱୀପର ଏକ ସମୁଦ୍ର କୂଳରେ ହୋଇଥିବା ଏକ ଫଟୋସୁଟରେ ଏଲିଙ୍କ ଏହି ଫଟୋ ତାଙ୍କୁ ସୋସିଆଲ ମିଡି଼ଆରେ ଚର୍ଚ୍ଚାର ବିଷୟ ବନାଇଥିଲା ।