Home » photogallery » trending » ACTRESS DIA MIRZA BECOMES MOTHER WAS PREGNANT DURING WEDDING 1AD 140721

ବିବାହର ମାତ୍ର ତିନି ମାସ ପରେ ମା’ ହେଲେ ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜା; ପୁତ୍ର ଜନ୍ମ ଦେଲେ

Actress Dia Mirza becomes mother, gives birth to son 3 months after wedding | ଫେବୃଆରୀ ମାସରେ ଦିଆ ମିର୍ଜା ବ୍ୟବସାୟୀ ତଥା ନିବେଶକ ବୈଭବ ରେଖୀଙ୍କୁ ବିବାହ କରିଥିଲେ । ଏହା ଉଭୟଙ୍କର ଦ୍ୱିତୀୟ ବିବାହ ଥିଲା । ବିବାହ ସମୟରେ ଦିଆ ଗର୍ଭବତୀ ଥିଲେ । ପୁତ୍ର ଜନ୍ମ ଖବର ସେ ବିଳମ୍ବରେ ଦେଲେ ।

  • |

തത്സമയ വാര്‍ത്തകള്‍