Home » photogallery » trending » A NEWBORN BABY WAS RESCUED 5 DAYS AFTER THE EARTHQUAKE 4SRM 120223

ରଖେ ହରି ତ ମାରେ କିଏ; ଭୂମିକମ୍ପର ୫ ଦିନ ପରେ ଉଦ୍ଧାର ହେଲା ନବଜାତ ଶିଶୁ

ରଖେ ହରି ତ ମାରେ କିଏ । ମାଟିତଳେ ୧୨୮ ଘଣ୍ଟାର ସଂଘର୍ଷ । ପାଖାପାଖି ୫ ଦିନ ପରେ ଉଦ୍ଧାର ହେଲା ନବଜାତ ଶିଶୁ । ଭୟଙ୍କର ଭୂମିକମ୍ପ ଯୋଗୁ ଯେଉଁଠି ହଜାର ହଜାର ଜୀବନ ଯାଇଛି ସେହି ସମୟରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି ।

  • |

തത്സമയ വാര്‍ത്തകള്‍