Home » photogallery » trending » 6 MONTH OLD CHILD BORN WITH UNNAMED GENETIC CONDITION AS HE CAN NOT CRY 2LPD 200921

କେବେ କାନ୍ଦୁନି ୬ ମାସର ଏହି ଶିଶୁ; ପୁଅର ଏହି ବିରଳ ରୋଗ ଦେଖି ଚିନ୍ତାରେ ମା'

କାନାଡାରେ ରହୁଥିବା ଲୁସିଣ୍ଡା ଆଣ୍ଡ୍ରିୟୁଙ୍କ ପିଲାଙ୍କ ସମସ୍ୟା ହେଉଛି ସେ କାନ୍ଦନ୍ତି ନାହିଁ। ତାଙ୍କ ପୁଅ ଜନ୍ମ ହେବା ଦିନ ଠାରୁ ସେମାନେ ତାଙ୍କ କ୍ରନ୍ଦନ ଶୁଣି ନାହାଁନ୍ତି । ଡାକ୍ତରୀ ବୈଜ୍ଞାନିକମାନେ ମଧ୍ୟ ଏହି ବିରଳ ରୋଗ ବୁଝିବାକୁ ସକ୍ଷମ ନୁହଁନ୍ତି । ଏଭଳି ପରିସ୍ଥିତିରେ ଶିଶୁର ଚିକିତ୍ସା ପାଇଁ ମା' ବହୁତ ଚିନ୍ତିତ ।

  • |