Home » photogallery » trending » 3 PAK MINOR BOYS ENTER INDIA LOC CRY SEEING SCHOOLL 1AD 210821

ସୀମା ପାର୍ କରି ଭାରତରେ ପଶିଲେ ୩ ଜଣ ପାକିସ୍ତାନୀ ନାବାଳକ; ସ୍କୁଲରେ ପିଲାଙ୍କୁ ଦେଖି କାନ୍ଦିପକେଇଲେ

3 Pakistani boys enter India by crossing border, returned | ଅଜାଣତରେ ଭାରତୀୟ ଅଞ୍ଚଳକୁ ପ୍ରବେଶ କରିଥିବା ତିନି ଜଣ ପାକିସ୍ତାନୀ ବାଳକଙ୍କୁ ଧରିବା ପରେ ଭାରତୀୟ ସୈନ୍ୟମାନେ ସେମାନଙ୍କୁ ଏକ ମସଜିଦକୁ ନେଇ ସେମାନଙ୍କ ସହିତ ପ୍ରାର୍ଥନା କରିଥିଲେ । ତା’ ପରେ ସେମାନଙ୍କୁ ଏକ ବିଦ୍ୟାଳୟକୁ ନେଇଯାଇଥିଲେ ।

  • |