ରାତି ପାହିଲେ ୨୦୨୩। ଆଜି ୨୦୨୨ର ଶେଷ ରାତି। ଏହି ବର୍ଷ ଭାରତ ନିଜର ଏକ ପରିଚୟ ସୃଷ୍ଟି କରିଛି। ୨୦୨୨ରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କିଛି ସ୍ମରଣୀୟ ଫଟୋ ଉପରେ ନଜର ପକାନ୍ତୁ। ଉତ୍ତରାଖଣ୍ଡ କେଦାରନାଥରେ ମୋଦିଙ୍କ ପରିକ୍ରମା। ଯବାନଙ୍କ ସହ ଦୀପାବଳି ସେଲିବ୍ରେସନ ଦେଶର ସୁରକ୍ଷା ପାଇଁ INS ବିକ୍ରାନ୍ତର ଅନବୋର୍ଡ଼ ବର୍ଲିନରେ ଭାରତୀୟ କଳା ପ୍ରଦର୍ଶନକାରୀ ସହ ପ୍ରଧାନମନ୍ତ୍ରୀ ମୃତ୍ତିକା ବଞ୍ଚାଓ ଅଭିଯାନ ବାବଦରେ ସାଧୁ ଗୁରୁ ଓ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଗୁଜୁରାଟରେ ମା ହୀରା ବେନଙ୍କ ଫଟୋ ଚିତ୍ର ଗ୍ରହଣ କୁନୋ ପାର୍କରେ ଚିତା ମିତ୍ରଙ୍କ ସହ ଆଲୋଚନା କରୁଛନ୍ତି pm ମୋଦି। ମା ହୀରା ବେନଙ୍କ ୧୦୦ବର୍ଷ ଜନ୍ମଦିନରେ ମାଙ୍କ ସହ ପ୍ରଧାନମନ୍ତ୍ରୀ। ଦିଲ୍ଲୀର ଏକ ଟନେଲରେ ସ୍ୱଚ୍ଛ ଭାରତ ଅଭିଯାନ ଉଦାହରଣ ସୃଷ୍ଟି କରିଥିଲେ ମୋଦି। Diaspora Connect! କାର୍ଗିଲରେ ଯବାନଙ୍କ ସହ ଦୀପାବଳି ପାଳନ ନିଜ ସରକାରୀ ବାସଭବନରେ drone ଉଡାଣ ସମୟର ଦୃଶ୍ୟ। G20 ଅବସରରେ ଭାରତ ଓ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ବିଶେଷ ମୁହୂର୍ତ୍ତ। ବନ୍ଦେ ଭାରତ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି। ଶ୍ରୀ ଆଦି ଶଙ୍କର ଜନ୍ମଭୂମି କ୍ଷେତ୍ରମରେ pm ମୋଦି। ନାଗପୁର ମେଟ୍ରୋରେ ନବଜାତ ଶିଶୁକୁ ଆର୍ଶୀବାଦ ଦେଲେ ମୋଦି ବାରଣାସୀରେ ଚାହା ପେ ଚର୍ଚ୍ଚା ସମୟର ଦୃଶ୍ୟ। ରାଷ୍ଟ୍ରପତି ଅଙ୍ଗରକ୍ଷୀରେ ସାମିଲ ଘୋଡା ବିରାଟକୁ ବିଦାୟ ବେଳର ଦୃଶ୍ୟ। ସରକାରୀ ବାସଭବନରେ ପଦ୍ମ ଭର୍ତ୍ତି ପାଣିକୁ ଦେଖୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ନିଜ ଅଫିସିଆଲ ବାସଭବନରେ ମିଟିଂ ପାଇଁ ପ୍ରବେଶ କରୁଛନ୍ତି ମୋଦି ଗୁଜୁରାଟ ଅହମ୍ମଦାବାଦରେ ରୋଡ଼ ଶୋ କରୁଛନ୍ତି ପ୍ରଧାନମନ୍ତ୍ରୀ। ବିମାନ ଯାତ୍ରା ସମୟରେ ନିଜ କର୍ତ୍ତବ୍ୟକୁ ନେଇ ସଚେତନ ମୋଦି।