Internetର ଏହି ଦୁନିଆରେ କିଛି କମ୍ପାନୀ ଅଛି, ଯାହା ଆମକୁ ସବୁବେଳେ ଶୁଣୁଥାଏ। ସ୍ମାର୍ଟଫୋନ୍ କିମ୍ବା ଅନ୍ୟ ସ୍ମାର୍ଟ ଡିଭାଇସ୍ ବିଷୟରେ ଯଦି କଥା ହେବା ତେବେ ଆମେ ସେମାନଙ୍କୁ ଅନେକ ପ୍ରକାରର ଅନୁମତି ଦେଇଥାଉ। କ୍ୟାମେରା ଠାରୁ ମାଇକ୍ ପର୍ଯ୍ୟନ୍ତ ଅନୁମତି ଦେବାବେଳେ, ଆମେ ଭାବୁନାହୁଁ ଯେ ଡିଭାଇସ୍ କେବେ ଏବଂ କେତେ ଥର ସେଗୁଡିକ ବ୍ୟବହାର କରିବ ।