Home » photogallery » sport » VIRAT KOHLI TAKES DHONI SHASTRI NAMES AFTER QUITTING TEST CAPTAINSHIP 1AD 150122

କୋହଲି ଟେଷ୍ଟ ଅଧିନାୟକତ୍ୱ ଛାଡି଼ବା ପରେ ଧୋନି ଓ ଶାସ୍ତ୍ରୀଙ୍କ ନାଁ ନେଲେ; କ’ଣ କହିଲେ ଜାଣନ୍ତୁ

Virat Kohli takes MS Dhoni and Ravi Shastri’s names after quitting Test captainship | ୨୦୧୪ରେ ବିରାଟ କୋହଲି ଟେଷ୍ଟ ଫର୍ମାଟରେ ଅଧିନାୟକତ୍ୱ ଗ୍ରହଣ କରିଥିଲେ । ଏହି ୩୩ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ୬୮ଟି ମ୍ୟାଟରେ ଭାରତୀୟ ଟେଷ୍ଟ ଦଳର ନେତୃତ୍ୱ କରିଥିଲେ ଓ ସେଥି ମଧ୍ୟରୁ ୪୦ଟି ମ୍ୟାଚ୍ ଭାରତ ଜିତିଥିଲା ।

  • |

തത്സമയ വാര്‍ത്തകള്‍